Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ଅବକାରୀ ବିଭାଗର ଚଢ଼ାଉ ବେଳେ ୯୯୦ ଗ୍ରାମ ଓଜନର ଅଫିମ ଜବତ ସହି ଜଣେ ବ୍ୟବସାୟୀ...

ଅବକାରୀ ବିଭାଗର ଚଢ଼ାଉ ବେଳେ ୯୯୦ ଗ୍ରାମ ଓଜନର ଅଫିମ ଜବତ ସହି ଜଣେ ବ୍ୟବସାୟୀ ଗିରଫ ।

129
ADVERTISEMENT

ବସ୍ତା,୦୯/ ୨(ଡି.ଏଚ ବ୍ୟୁରୋ):-ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଅମର୍ଦାରୋଡ ବାଇପାସ ନିକଟରେ ଅବକାରୀ ବିଭାଗର ଚଢ଼ାଉ ବେଳେ ୯୯୦ ଗ୍ରାମଓଜନର ଅଫିମ ଜବତ ସହି ଜଣେ ବ୍ୟବସାୟୀ ଗିରଫ ।ଏବଂ ଜବତ ଅଫିମର ଆନୁମାନିକ ମୂଲ୍ୟ ପ୍ରାୟ ୯୯ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବାବେଳେ ଗିରଫ ବ୍ୟବସାୟୀ ଜଣକ ବସ୍ତା ଥାନା ତଳ ତାପଣ୍ଡା ଗ୍ରାମର ଜଳଧର ରାଉତ ବୋଲି ସୂଚନା ।

Advertisement