Tuesday, October 13, 2026
ADVERTISEMENT
Home ଆଞ୍ଚଳିକ ପର୍ଦାଫାଶ ହେଲା ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଜଙ୍ଗଲରେ ସୁଟକେଶରୁ ମିଳିଥିବା ଯୁବକଙ୍କ...

ପର୍ଦାଫାଶ ହେଲା ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଜଙ୍ଗଲରେ ସୁଟକେଶରୁ ମିଳିଥିବା ଯୁବକଙ୍କ ମୃତଦେହ l

166
ADVERTISEMENT

ଭୁବନେଶ୍ୱର,୨୪/୧(ଡି.ଏଚ ବ୍ୟୁରୋ);-ପର୍ଦାଫାଶ ହେଲା ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଜଙ୍ଗଲରେ ସୁଟକେଶରୁ ମିଳିଥିବା ଯୁବକଙ୍କ ମୃତଦେହ l ଯୁବକଙ୍କୁ ହତ୍ୟା କରି ନିଜ ସ୍ତ୍ରୀ, ଶଳା, ଅନ୍ୟ ଜଣେ ଜଙ୍ଗଲରେ ଫିଙ୍ଗିଦେଇଥିବା ବେଳେ ପୁଲିସ ଅନୁସନ୍ଧାନ କରି ଘଟଣାର ପର୍ଦାଫାଶ କରିଛି l ଏବଂ ଆଜି ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ।

Advertisement