Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ସୁଟକେଶରୁ ଜଣେ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ପୁଲିସ ୪ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି...

ସୁଟକେଶରୁ ଜଣେ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ପୁଲିସ ୪ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ।

155
ADVERTISEMENT

ଭୁବନେଶ୍ୱର,୨୩/୧(ଡି.ଏଚ ବ୍ୟୁରୋ):-ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଜଙ୍ଗଲରେ ସୁଟକେଶରୁ ଜଣେ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ପୁଲିସ ୪ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି କରୁଛି । ସେମାନେ ହେଲେ ହେଲେ ମୃତ ଯୁବକଙ୍କ ସ୍ତ୍ରୀ, ଶଳା, ଶାଳୀ ଓ ଅନ୍ୟ ଜଣେ। ଏବଂ ମୃତ ଯୁବକଙ୍କ ନାମ ମନୋରଞ୍ଜନ ମହାପାତ୍ର ହୋଇଥିବାବେଳେ ଗତକାଲି ସୁଟକେଶରୁ ତାଙ୍କ ମୃତଦେହ ମିଳିଥିଲା ।

Advertisement