Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ରାଜନୈତିକ ଶତ୍ରୁତାକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ ।

ରାଜନୈତିକ ଶତ୍ରୁତାକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ ।

106
ADVERTISEMENT

ବେଗୁନିଆପଡ଼ା,୨୧/୧(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ରାଘପୁର ଛକ ନିକଟରେ ରାଜନୈତିକ ଶତ୍ରୁତାକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ । କିଛି ଦୁର୍ବୃତ୍ତ ତାଳସର ପଞ୍ଚାୟତ ଭାବିନିପୁର ଗ୍ରାମର ପଙ୍କଜ ଗୌଡ଼ଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରିଛନ୍ତି।ଏବଂ ସେ ବେଗୁନିଆପଡ଼ା ବ୍ଲକ୍ ଅଧ୍ୟକ୍ଷାଙ୍କ ସଂପର୍କୀୟ ଥିବାବେଳେ ଘଟଣାସ୍ଥଳରେ ପୁଲିସ ତଦନ୍ତ ଚଳାଇବା ସହ ଜଣକୁ ଅଟକ ରଖି ପଚରାଉଚରା ଜାରି କରିଛି ।

Advertisement