Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ଜୁଏଲାରି ଦୋକାନରେ ନକଲି ସୁନା ବ୍ରେସ୍ଲେଟ୍ ଦେଇ ଅସଲି ସୁନାଗହଣା ନେବାକୁ ଉଦ୍ୟମ ବେଳେ ପୁଲିସ...

ଜୁଏଲାରି ଦୋକାନରେ ନକଲି ସୁନା ବ୍ରେସ୍ଲେଟ୍ ଦେଇ ଅସଲି ସୁନାଗହଣା ନେବାକୁ ଉଦ୍ୟମ ବେଳେ ପୁଲିସ ପକ୍ଷରୁ ୩ ଗିରଫ ।

157
ADVERTISEMENT

ଭୁବନେଶ୍ୱର,୨୦/୧(ଡି.ଏଚ ବ୍ୟୁରୋ):-ଭୁବନେଶ୍ବର ରାଜଧାନୀ ଲକ୍ଷ୍ମୀନାରାୟଣ ଜୁଏଲାରି ଦୋକାନରେ ନକଲି ସୁନା ବ୍ରେସ୍ଲେଟ୍ ଦେଇ ଅସଲି ସୁନାଗହଣା ନେବାକୁ ଉଦ୍ୟମ ବେଳେ ପୁଲିସ ପକ୍ଷରୁ ୩ ଗିରଫ । ସେମାନେ ହେଲେ, ବାଲିପାଟଣା ଅଞ୍ଚଳର ପ୍ରଶାନ୍ତ ମଣ୍ଡଳ(୨୨), ଭୀମଟାଙ୍ଗୀ ଅଞ୍ଚଳର କେ. ରାଜେଶ ଆଚାରୀ (୨୯) ଏବଂ ଟଙ୍କପାଣି ରୋଡ୍ ଅଞ୍ଚଳର କେ. ସୂର୍ଯ୍ୟମଣି ଆଚାରି(୫୨)।

Advertisement