Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ଆଜି ଭୁବନେଶ୍ୱରର ଆଇଏମଏମଟି ଅଡିଟୋରିଅମରେ ଚଳିତ ବର୍ଷର ପ୍ରଥମ ରୋଜଗାର ମେଳା ଅନୁଷ୍ଠିତ ହେଉଛି।

ଆଜି ଭୁବନେଶ୍ୱରର ଆଇଏମଏମଟି ଅଡିଟୋରିଅମରେ ଚଳିତ ବର୍ଷର ପ୍ରଥମ ରୋଜଗାର ମେଳା ଅନୁଷ୍ଠିତ ହେଉଛି।

142
ADVERTISEMENT

ଭୁବନେଶ୍ୱର,୨୦/୧(ଡି.ଏଚ ବ୍ୟୁରୋ):-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ସରକାର ବିଭିନ୍ନ ସ୍ଥାନରେ ରୋଜଗାର ମେଳା ଆୟୋଜନ କରୁଥିବାବେଳେ ଆଜି ଭୁବନେଶ୍ୱରର ଆଇଏମଏମଟି ଅଡିଟୋରିଅମରେ ଚଳିତ ବର୍ଷର ପ୍ରଥମ ରୋଜଗାର ମେଳା ଅନୁଷ୍ଠିତ ହେଉଛି।ଆୟୋଜିତ ଏହି ରୋଜଗାର ମେଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବା ସହ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିବେ।

Advertisement