Saturday, August 22, 2026
ADVERTISEMENT
Home ଆଞ୍ଚଳିକ ଓଡ଼ିଶାରେ ପହଞ୍ଚିଲା ବିଜୁ ବାବୁଙ୍କ ଅତିପ୍ରିୟ ‘ଡାକୋଟା’ ବିମାନ ।

ଓଡ଼ିଶାରେ ପହଞ୍ଚିଲା ବିଜୁ ବାବୁଙ୍କ ଅତିପ୍ରିୟ ‘ଡାକୋଟା’ ବିମାନ ।

119
ADVERTISEMENT

ଭୁବନେଶ୍ବର,୧୮/୧(ଡି.ଏଚ ବ୍ୟୁରୋ):-ଓଡ଼ିଶାରେ ପହଞ୍ଚିଲା ବିଜୁ ବାବୁଙ୍କ ଅତିପ୍ରିୟ ‘ଡାକୋଟା’ ବିମାନ । କୋଲକାତା ବିମାନ ବନ୍ଦରରୁ ୩ଟି ବଡ଼ ଲରିରେ ଏହି ବିମାନ ଭୁବନେଶ୍ବରକୁ ଅଣାଯାଉଥିବାବେଳେ ସ୍ଥାନେ ସ୍ଥାନେ ଏହି ବିମାନ ଦେଖିବାକୁ ଲୋକଙ୍କ ଭିଡ ଲାଗିଥିବା ଦୃଷ୍ଟିଗୋଚର ହୋଇଛି।

Advertisement