ରାଇସ୍ ମିଲ୍ ରେ ଚାଉଳ ବସ୍ତା ତଳେ ଚାପି ହୋଇ ୨ଜଣ ଶ୍ରମିକଙ୍କର ମୃତ୍ୟୁ।

153
ADVERTISEMENT

ଓଡ଼ଗାଁ,୧୬/୧(ଡି.ଏଚ ବ୍ୟୁରୋ):-ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳରେ ଥିବା ଏକ ରାଇସ୍ ମିଲ୍ ରେ ଅଘଟଣ । ଚାଉଳ ବସ୍ତା ତଳେ ଚାପି ହୋଇ ୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତକ ଦ୍ବୟ ହେଲେ ଗଞ୍ଜାମ ଜିଲ୍ଲା ତିରିସିଙ୍ଗ ଅଞ୍ଚଳର ରାମେଶ୍ଵର ଦିହୁଡି କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳର ପ୍ରମୋଦ ମହାରଣା। ଏବଂ ଘଟଣାସ୍ଥଳରେ ଓଡ଼ଗାଁ ଥାନା ପୁଲିସର ତଦନ୍ତ ଜାରି ।

Advertisement