Tuesday, September 8, 2026
ADVERTISEMENT
Home ଆଞ୍ଚଳିକ କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ପ୍ରସିଦ୍ଧ ସିଂହନାଥ ପୀଠରେ ଅଭାବନୀୟ ଘଟଣା ।

କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ପ୍ରସିଦ୍ଧ ସିଂହନାଥ ପୀଠରେ ଅଭାବନୀୟ ଘଟଣା ।

143
ADVERTISEMENT

ବଡ଼ମ୍ବା,୧୫/୧(ଡି.ଏଚ ବ୍ୟୁରୋ):-କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ପ୍ରସିଦ୍ଧ ସିଂହନାଥ ପୀଠରେ ଅଭାବନୀୟ ଘଟଣା । ମକର ସଂକ୍ରାନ୍ତି ଦିନ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ଦଳାଚକଟାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିବା ସହ ଉକ୍ତ ଘଟଣାରେ ୨୦ରୁ ଅଧିକ ଶିଶୁ, ପୁରୁଷ ଓ ମହିଳା ଆହତ ହୋଇଛନ୍ତି।

Advertisement