Friday, September 25, 2026
ADVERTISEMENT
Home ଆଞ୍ଚଳିକ ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପର ବରିଷ୍ଠ ସହକାରୀ କିରାଣି ଶ୍ୟାମ ସୁନ୍ଦର...

ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପର ବରିଷ୍ଠ ସହକାରୀ କିରାଣି ଶ୍ୟାମ ସୁନ୍ଦର ବଳ l

194
ADVERTISEMENT

କଳାହାଣ୍ଡି,୧୩/୧(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପର ବରିଷ୍ଠ ସହକାରୀ କିରାଣି ଶ୍ୟାମ ସୁନ୍ଦର ବଳ l ସେ କାମର ବିଲ୍ ପାସ୍ କରାଇଦେବା ପାଇଁ ଲାଞ୍ଜିଗଡ଼ର ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀ ବିଶ୍ବଜିତ ନାଏକଙ୍କ ଠାରୁ ୬୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।

Advertisement