Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ଜାତୀୟ ପତାକାକୁ ଅସମ୍ମାନ କରି ଚାକିରିରୁ ନିଲମ୍ବିତ ହେଲେ ପୁରୀ ଜିଲ୍ଲା ଗୋପ ବ୍ଲକ୍ ଶିମିଳି...

ଜାତୀୟ ପତାକାକୁ ଅସମ୍ମାନ କରି ଚାକିରିରୁ ନିଲମ୍ବିତ ହେଲେ ପୁରୀ ଜିଲ୍ଲା ଗୋପ ବ୍ଲକ୍ ଶିମିଳି ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ପ୍ରଶାନ୍ତ କୁମାର ସ୍ୱାଇଁ l

164
ADVERTISEMENT

ପୁରୀ,୧୩/୧(ଡି.ଏଚ ବ୍ୟୁରୋ):-ଭାରତୀୟଙ୍କ ଗର୍ବ ଓ ଗୌରବର ପ୍ରତୀକ ଜାତୀୟ ପତାକାକୁ ଅସମ୍ମାନ କରି ଚାକିରିରୁ ନିଲମ୍ବିତ ହେଲେ ପୁରୀ ଜିଲ୍ଲା ଗୋପ ବ୍ଲକ୍ ଶିମିଳି ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ପ୍ରଶାନ୍ତ କୁମାର ସ୍ୱାଇଁ l ପୁରୀ ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶର ଗୋପ ବିଡିଓ ତାଙ୍କୁ ଚାକିରିରୁ ନିଲମ୍ବିତ କରି ଗିରଫ କରିଛନ୍ତି। ଯାହା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement