Tuesday, September 22, 2026
ADVERTISEMENT
Home ଆଞ୍ଚଳିକ ଭିଜିଲାନ୍ସ ଜାଲରେ ରାୟଗଡ଼ା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକ।

ଭିଜିଲାନ୍ସ ଜାଲରେ ରାୟଗଡ଼ା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକ।

161
ADVERTISEMENT

ଭୁବନେଶ୍ୱର,୦୯/୧(ଡି.ଏଚ୍ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ରାୟଗଡ଼ା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକ। ଭିଜିଲାନ୍ସ ଟିମ ତାଙ୍କଠାରୁ ଅନୈତିକ ଉପାୟରେ ଆୟ କରିଥିବା ୧୧ ଲକ୍ଷ ୩୪ ହଜାର ୫୬୦ ଟଙ୍କା ଜବତ କରିବା ସହ ରାୟଗଡ଼ା ସ୍ଥିତ ତାଙ୍କ ଭଡ଼ାଘର , ଏବଂ ନବରଙ୍ଗପୁରର ମନ୍ତ୍ରୀଗୁଡ଼ାରେ ଥିବା ତାଙ୍କ ପୈତୃକ ଘରେ ଚଢ଼ାଉ ଜାରିକରିଥିବା ସୂଚନା ।

Advertisement