Tuesday, October 13, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା ଆସିକା ଆଦର୍ଶ ଥାନା ଦେଶର ପ୍ରଥମ ୩ଟି ସ୍ଥାନରେ ସାମିଲ ।

ଗଞ୍ଜାମ ଜିଲ୍ଲା ଆସିକା ଆଦର୍ଶ ଥାନା ଦେଶର ପ୍ରଥମ ୩ଟି ସ୍ଥାନରେ ସାମିଲ ।

115
ADVERTISEMENT

ବ୍ରହ୍ମପୁର,୦୭/୧(ଡି.ଏଚ ବ୍ୟୁରୋ):-କେନ୍ଦ୍ର ଗୃହ ମନ୍ତ୍ରାଳୟ ସର୍ଭେରେ ଗଞ୍ଜାମ ଜିଲ୍ଲା ଆସିକା ଆଦର୍ଶ ଥାନା ଦେଶର ପ୍ରଥମ ୩ଟି ସ୍ଥାନରେ ସାମିଲ ହୋଇଛି। ବୃତ୍ତିଗତ ପାରଦର୍ଶିତା, ସ୍ୱଚ୍ଛତା, ସେବା ପ୍ରଦାନରେ ନିଷ୍ଠା, ତ୍ୱରିତ କାର୍ଯ୍ୟାନୁଷ୍ଠାନ, ଜନତାଙ୍କୁ ବ୍ୟବହାର ପ୍ରଦର୍ଶନ, କର୍ତ୍ତବ୍ୟ ପ୍ରତିବଦ୍ଧତା, ଦଣ୍ଡବିଧାନ, ଦଳଗତ କାର୍ଯ୍ୟ, ପ୍ରଯୁକ୍ତିବିଦ୍ୟା, ପରିବର୍ତ୍ତନ ଏବଂ ସମୟସୀମା ପାଳନ, ଇତ୍ୟାଦି ୧୬୫ଟି ବିଷୟରେ ଉତ୍ତମ ପ୍ରଦର୍ଶନ କରି ଏହି ସଫଳତା ହାସଲ କରିଛି।

Advertisement