ରମ୍ଭା,୨/୦୧(ଡି.ଏଚ୍ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଧୀନ ପାଳିବନ୍ଧ ପଞ୍ଚାୟତ ମୟୂରପଦା ଗ୍ରାମରେ ଜଣେ ମଦ୍ୟମ ସ୍ବାମୀର ଉନ୍ନତ କାଣ୍ଡ । ସ୍ତ୍ରୀ ଟଙ୍କା ନଦେବାରୁ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ହୁମ୍ମା ଫାଣ୍ଡିରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଜାରି କରିଛି ।
















