Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ରେ ଧାନକିଣାକୁ ନେଇ ବିଭିନ୍ନ ସ୍ଥାନରୁ ବ୍ୟାପକ ଅବ୍ୟବସ୍ଥା ।

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ରେ ଧାନକିଣାକୁ ନେଇ ବିଭିନ୍ନ ସ୍ଥାନରୁ ବ୍ୟାପକ ଅବ୍ୟବସ୍ଥା ।

121
ADVERTISEMENT

ପାତ୍ରପୁର,୧/୦୧(ଡି.ଏଚ୍ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ରେ ଧାନକିଣାକୁ ନେଇ ବିଭିନ୍ନ ସ୍ଥାନରୁ ବ୍ୟାପକ ଅବ୍ୟବସ୍ଥା ସାମ୍ନାକୁ ଆସିଛି। କେଉଁଠି ମଣ୍ଡି ଖୋଲିନି ତ, ଆଉ କେଉଁଠି ଚାଷୀ ଏଯାଏ ଟୋକନ୍ ପାଇନାହାନ୍ତି। କିଛି ସ୍ଥାନରେ ମଣ୍ଡି ଖୋଲିଥିଲେ ମଧ୍ୟ, ଧାନ ରଖିବା ଲାଗି ପର୍ଯ୍ୟାପ୍ତ ସ୍ଥାନର ଅଭାବ। ଯଦ୍ବାରା ଚାଷୀ ଅଧିକାରୀ ଓ ମିଲରଙ୍କ ମଧ୍ୟରେ ଫସି ଦଲାଲଙ୍କ ହାତରେ ଟେକିଦେଉଛି ଧାନ।

Advertisement