Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ନକଲି ଜି ଏସ ଟି ଅଧିକାରୀ।

ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ନକଲି ଜି ଏସ ଟି ଅଧିକାରୀ।

110
ADVERTISEMENT

ଛତ୍ରପୁର,୨୬/୧୨(ଡି.ଏଚ୍ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ନକଲି ଜି ଏସ ଟି ଅଧିକାରୀ । ସେ ଲକ୍ଷାଧିକ ଟଙ୍କାର ଗୁଟୁଖା ଲୁଟ୍ କରିବା ସହ ଜାତୀୟ ରାଜପଥରେ ଟ୍ରକ ମାଲିକଙ୍କୁ ଧମକ ଦେଇ ବଟି ଆଦାୟ କରୁଥିଲେ।ଫଳରେ ସ୍ଥାନୀୟ ପୁଲିସ୍ ସୂଚନା ପାଇବା ପରେ ତାଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ଗୁଟୁଖା ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

Advertisement