Tuesday, October 13, 2026
ADVERTISEMENT
Home ଆଞ୍ଚଳିକ ରାଜ୍ୟରେ ଶୀତର ଲହରୀ ଜାରି ଥିବାବେଳେ ୭ଟି ସହରର ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ...

ରାଜ୍ୟରେ ଶୀତର ଲହରୀ ଜାରି ଥିବାବେଳେ ୭ଟି ସହରର ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ରେକର୍ଡ ହୋଇଛି ।

143
ADVERTISEMENT

ଭୁବନେଶ୍ୱର,୨୪/୧୨(ଡି.ଏଚ୍ ବ୍ୟୁରୋ):-ରାଜ୍ୟରେ ଶୀତର ଲହରୀ ଜାରିଥିବାବେଳେ ୭ଟି ସହରର ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ରେକର୍ଡ ହୋଇଛି। ଏବଂ ଜି.ଉଦୟଗିରିରେ ୫.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଏହl ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଛି । ସେହିପରି ସେମିଳିଗୁଡ଼ାରେ ୬.୧, ଫୁଲବାଣୀରେ ୭.୫, କିରେଇରେ ୭.୮, କୋରାପୁଟରେ ୮.୫, ଦାରିଙ୍ଗବାଡ଼ିରେ ୯.୫,o ଚିପିଲିମାରେ ୯.୮ଡିଗ୍ରୀ ସେଲସିୟସ୍ ରାତି ତାପମାତ୍ରା ରହିଛି ।

Advertisement