Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ଅଂଚଳରେ ଅବକାରୀ ବିଭାଗର ଚଢ଼ଉ ବେଳେ ଏକ ପିକ୍ଅପ୍ ଭ୍ୟାନରେ ଗ୍ରୋସେରି ସାମଗ୍ରୀ ସମେତ...

ବ୍ରହ୍ମପୁର ଅଂଚଳରେ ଅବକାରୀ ବିଭାଗର ଚଢ଼ଉ ବେଳେ ଏକ ପିକ୍ଅପ୍ ଭ୍ୟାନରେ ଗ୍ରୋସେରି ସାମଗ୍ରୀ ସମେତ ନକଲି ବିଦେଶୀ ମଦ ଜବତ ।

112
ADVERTISEMENT

ବ୍ରହ୍ମପୁର,୨୩/୧୨(ଡି.ଏଚ୍ ବ୍ୟୁରୋ):-ବ୍ରହ୍ମପୁର ଅଂଚଳରେ ଅବକାରୀ ବିଭାଗର ଚଢ଼ଉ ବେଳେ ଏକ ପିକ୍ଅପ୍ ଭ୍ୟାନରେ ଗ୍ରୋସେରି ସାମଗ୍ରୀ ସମେତ ନକଲି ବିଦେଶୀ ମଦ ଜବତ । ଉକ୍ତ ଘଟଣାରେ ମୋଟ ୩ ଜଣ ଗିରଫ ହୋଇଥିବାବେଳେ ଗିରଫ ଅଭିଯୁକ୍ତମାନେ ହେଲେ ମୋହନାର ଗାଡ଼ି ମାଲିକ ପ୍ରଫୁଲ୍ଲ କୁମାର ସାହୁ, ଡ୍ରାଇଭର୍ ନକୁଳ ଗମାଙ୍ଗ ଓ ମଦ ପ୍ରସ୍ତୁତକାରୀ ଫାଷ୍ଟଗେଟ୍ କାଶୀନଗରର ତାରିଣୀ ଜେନା ବୋଲି ସୂଚନା ।

Advertisement