Thursday, September 24, 2026
ADVERTISEMENT
Home ଆଞ୍ଚଳିକ ବହୁ ଚର୍ଚ୍ଚିତ ମମିତା ମେହେରାଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ।

ବହୁ ଚର୍ଚ୍ଚିତ ମମିତା ମେହେରାଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ।

150
ADVERTISEMENT

କଳାହାଣ୍ଡି,୨୦/୧୨(ଡି.ଏଚ୍ ବ୍ୟୁରୋ):-ବହୁ ଚର୍ଚ୍ଚିତ ମମିତା ମେହେରାଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ କଣ୍ଟାବାଞି ଜେଲରେ ଆତ୍ମହତ୍ୟା । ସେ ମମିତା ମେହେରାଙ୍କ ହତ୍ୟା ମାମଲାରେ ଗିରଫ ହୋଇ କଣ୍ଟାବାଞି ଜେଲରେ ଥିଲେ ।

Advertisement