ଆଞ୍ଚଳିକରାଜ୍ୟ ଆସନ୍ତା ୨୬ତାରିଖରେ ବିଜେଡିର ୨୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ପୁରୀ ସ୍ଥିତ ତାଳବଣିଆରେ ଏକ ବଡ଼ ସମାବେଶର ଆୟୋଜନ ହେବ। By DuniaHalchal - December 19, 2022 109 Share FacebookXPinterestWhatsApp ADVERTISEMENT ଭୁବନେଶ୍ବର,୧୯/୧୨(ଡି.ଏଚ୍ ବ୍ୟୁରୋ):-ଆସନ୍ତା ୨୬ତାରିଖରେ ବିଜେଡିର ୨୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ପୁରୀ ସ୍ଥିତ ତାଳବଣିଆରେ ଏକ ବଡ଼ ସମାବେଶର ଆୟୋଜନ ହେବ। ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୫୦ ହଜାରରୁ ଅଧିକ କର୍ମୀ ଯୋଗଦେବା ସହ ଦଳର ସଭାପତି ନବୀନ ପଟ୍ଟନାୟକ ଏହି ସମାବେଶକୁ ସମ୍ବୋଧିତ କରିବେ। Advertisement