Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଅଭୟପୁର କୁକୁଡା ଫାର୍ମରେ ନକଲି ବିଦେଶୀ ମଦ କାରଖାନା...

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଅଭୟପୁର କୁକୁଡା ଫାର୍ମରେ ନକଲି ବିଦେଶୀ ମଦ କାରଖାନା ଉପରେ ଅବକାରୀ ବିଭାଗର ଚଢଉ l

155
ADVERTISEMENT

ଟାଙ୍ଗୀ,୧୮/୧୨(ଡି.ଏଚ୍ ବ୍ୟୁରୋ):-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଅଭୟପୁର କୁକୁଡା ଫାର୍ମରେ ନକଲି ବିଦେଶୀ ମଦ କାରଖାନା ଉପରେ ତେଲେଙ୍ଗାନା ଓ କଟକ ଜିଲ୍ଲା ଅବକାରୀ ବିଭାଗର ଚଢଉ ବେଳେ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ ସହ ଜଣେ ଗିରଫ ।

Advertisement