Wednesday, October 14, 2026
ADVERTISEMENT
Home ଆଞ୍ଚଳିକ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଦ୍ମପୁର ଓଭର ବ୍ରିଜ ନିକଟରେ ନିୟନ୍ତ୍ରଣ ହରାଇ ବାଇକ୍ କୁ...

କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଦ୍ମପୁର ଓଭର ବ୍ରିଜ ନିକଟରେ ନିୟନ୍ତ୍ରଣ ହରାଇ ବାଇକ୍ କୁ ଧକ୍କା ଦେଲା ଟିପ୍ପର ।

147
ADVERTISEMENT

କେନ୍ଦୁଝର,୧୬/୧୨(ଡି.ଏଚ୍ ବ୍ୟୁରୋ):-କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଦ୍ମପୁର ଓଭର ବ୍ରିଜ ନିକଟରେ ନିୟନ୍ତ୍ରଣ ହରାଇ ବାଇକ୍ କୁ ଧକ୍କା ଦେଲା ଟିପ୍ପର । ଫଳରେ ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ସଦର ଥାନା ପୁଲିସ ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡି ଓ ମୃତଦେହ ଜବତ କରି ତଦନ୍ତ ଚଳାଇ ଥିବା ସୂଚନା ।

Advertisement