Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ତମାଣ୍ଡୋ ଥାନା ପୁଲିସ ଏସଆଇ ଅଭିମନ୍ୟୁ ଚୌଧୁରୀ।

ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ତମାଣ୍ଡୋ ଥାନା ପୁଲିସ ଏସଆଇ ଅଭିମନ୍ୟୁ ଚୌଧୁରୀ।

220
ADVERTISEMENT

ଭୁବନେଶ୍ୱର,୧୫/୧୨(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ତମାଣ୍ଡୋ ଥାନା ପୁଲିସ ଏସଆଇ ଅଭିମନ୍ୟୁ ଚୌଧୁରୀ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ପାଇକନଗରରେ ଥିବା ଚାରି ମହଲା କୋଠା, ନୟାଗଡ଼ ଜିଲ୍ଲା ରଣପୁର ଥାନା ନଛିପୁରରେ ଥିବା ପୈତୃକ ବାସଭବନ ସହ ତମାଣ୍ଡୋ ଥାନା ଅଫିସରେ ଭିଜିଲାନ୍ସ ଟିମ ର ଚଢ଼ାଉ ଜାରି ରହିଛି।

Advertisement