Thursday, September 24, 2026
ADVERTISEMENT
Home ଆଞ୍ଚଳିକ ସମ୍ବଲପୁରରେ ୧୨ ଜଣ ଆଇନଜୀବୀଙ୍କୁ ଗିରଫ କରିବା ସହ ୨୯ ଜଣ ଓକିଲଙ୍କ ଲାଇସେନ୍ସ ରଦ୍ଧ...

ସମ୍ବଲପୁରରେ ୧୨ ଜଣ ଆଇନଜୀବୀଙ୍କୁ ଗିରଫ କରିବା ସହ ୨୯ ଜଣ ଓକିଲଙ୍କ ଲାଇସେନ୍ସ ରଦ୍ଧ କରାଯାଇଛି l

199
ADVERTISEMENT

ସମ୍ବଲପୁର,୧୩/୧୨(ଡି.ଏଚ ବ୍ୟୁରୋ):-ସମ୍ବଲପୁର କୋର୍ଟ ପରିସରରେ ଓକିଲଙ୍କ ଆନ୍ଦୋଳନ ବେଳେ ଭଙ୍ଗାରୁଜାl ଫଳରେ ଉକ୍ତ ଘଟଣାକୁ ନେଇ ପୁଲିସ ୧୪୪ ଧାରା ଜାରି କରିବା ସହ ୧୨ ଜଣ ଆଇନଜୀବୀଙ୍କୁ ଗିରଫ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି। ଏବଂ ଦେଢ଼ ବର୍ଷ ପାଇଁ ୨୯ ଜଣ ଓକିଲଙ୍କ ଲାଇସେନ୍ସ ରଦ୍ଧ କରାଯାଇଛି l ଏବଂ ବର୍ତ୍ତମାନ ସୁଦ୍ଧା ଚଢ଼ଉ ଜାରି ରହିଛି।

Advertisement