Saturday, October 10, 2026
ADVERTISEMENT
Home ଆଞ୍ଚଳିକ ଆଜି ବିଶ୍ବ ମାନବାଧିକାର ଦିବସ।

ଆଜି ବିଶ୍ବ ମାନବାଧିକାର ଦିବସ।

120
ADVERTISEMENT

ଭୁବନେଶ୍ୱର,୧୦/୧୨(ଡି.ଏଚ୍ ବ୍ୟୁରୋ):-ଆଜି ବିଶ୍ବ ମାନବାଧିକାର ଦିବସ। ଜାତିସଂଘ ଆନୁକୂଲ୍ୟରେ ୧୯୫୦ ମସିହାରୁ ପ୍ରତିବର୍ଷ ମାନବାଧିକାର ଦିବସ ପାଳିତ ହୋଇଆସୁଛି। ଏବଂ ବିଶ୍ବର ପ୍ରତ୍ୟେକ ପ୍ରାନ୍ତର ଲୋକଙ୍କୁ ସେମାନଙ୍କ ସାମାଜିକ, ସାଂସ୍କୃତିକ, ଶାରୀରିକ ଅଧିକାର ସମ୍ପର୍କରେ ସଚେତନ କରାଇବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ।

Advertisement