Tuesday, August 25, 2026
ADVERTISEMENT
Home ରାଜ୍ୟ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ନିକଟରେ ଏକ ଟ୍ରକକୁ ଧକ୍କାଦେଲା ଯାତ୍ରୀବାହୀ ବସ l

ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ନିକଟରେ ଏକ ଟ୍ରକକୁ ଧକ୍କାଦେଲା ଯାତ୍ରୀବାହୀ ବସ l

109
ADVERTISEMENT

ଶ୍ରୀକାକୁଲମ,୧୦/୧୨(ଡି.ଏଚ୍ ବ୍ୟୁରୋ):-ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ନିକଟରେ ଏକ ଟ୍ରକକୁ ଧକ୍କାଦେଲା ଯାତ୍ରୀବାହୀ ବସ l ଦୁର୍ଘଟଣାରେ ୧୬ ଜଣ ଯାତ୍ରୀ ଗୁରୁତର ହୋଇଥିବେଳେ ଉକ୍ତ ବସଟି ମାଲକାନଗିରିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏବଂ ସମସ୍ତ ଗୁରୁତରଙ୍କୁ ଶ୍ରୀକାକୁଲମ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ।

Advertisement