Saturday, October 10, 2026
ADVERTISEMENT
Home ଆଞ୍ଚଳିକ ଲାଂଚନେଇ ନିଲମ୍ବିତ ହେଲେ ଭଦ୍ରକ ଜିଲ୍ଲା ଧାମନଗର ତହସିଲ ଅନ୍ତର୍ଗତ ରାଜସ୍ୱ ନିରୀକ୍ଷକ ତାପସ ରଞନ...

ଲାଂଚନେଇ ନିଲମ୍ବିତ ହେଲେ ଭଦ୍ରକ ଜିଲ୍ଲା ଧାମନଗର ତହସିଲ ଅନ୍ତର୍ଗତ ରାଜସ୍ୱ ନିରୀକ୍ଷକ ତାପସ ରଞନ ବେହେରା ।

158
ADVERTISEMENT

ଧାମନଗର,୦୮/୧୨(ଡି.ଏଚ୍ ବ୍ୟୁରୋ):-ଲାଂଚନେଇ ନିଲମ୍ବିତ ହେଲେ ଭଦ୍ରକ ଜିଲ୍ଲା ଧାମନଗର ତହସିଲ ଅନ୍ତର୍ଗତ ରାଜସ୍ୱ ନିରୀକ୍ଷକ ତାପସ ରଞନ ବେହେରା । ସେ ଜାତିଗତ ପ୍ରମାଣ ପତ୍ର ପାଇଁ ୫୦୦ ଟଙ୍କା ଲାଂଚ ନେଉଥିବାର ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ନେଲେ ଜିଲ୍ଲାପାଳ ।

Advertisement