Sunday, October 11, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ଜଙ୍କସନରେ ଅବକାରୀ ଗୁଇନ୍ଦା ବିଭାଗର ଚଢ଼ାଉ ବେଳେ ୩୦୯ ଗ୍ରାମର ସୁନା...

ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ଜଙ୍କସନରେ ଅବକାରୀ ଗୁଇନ୍ଦା ବିଭାଗର ଚଢ଼ାଉ ବେଳେ ୩୦୯ ଗ୍ରାମର ସୁନା ବିସ୍କୁଟ୍ ଓ ୫୦ ଗ୍ରାମର ସୁନା ଗହଣା ଜବତ।

109
ADVERTISEMENT

ବ୍ରହ୍ମପୁର,୦୮/୧୨(ଡି.ଏଚ୍ ବ୍ୟୁରୋ):-ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ଜଙ୍କସନରେ ଅବକାରୀ ଗୁଇନ୍ଦା ବିଭାଗର ଚଢ଼ାଉ ବେଳେ ଏକ ଓ.ଏସ.ଆର.ଟି.ସି ବସ୍ରୁ ଜଣେ ବ୍ୟକ୍ତିଙ୍କ ଠାରୁ ୩୦୯ ଗ୍ରାମର ସୁନା ବିସ୍କୁଟ୍ ଓ ୫୦ ଗ୍ରାମର ସୁନା ଗହଣା ଜବତ। ଯାହାର ଆନୁମାନିକ ମୂଲ୍ୟ ୧୫ଲକ୍ଷ ଟଙ୍କା ଅନୁମାନ କରାଯାଉଥିବାବେଳେ ସେ ଟିକସ ଫାଙ୍କିବା ସହିତ କଟକରୁ ସୁନା ଆଣି ବ୍ରହ୍ମପୁରରେ ବିକୁଥିବା ସୂଚନା ।

Advertisement