Saturday, October 10, 2026
ADVERTISEMENT
Home ଆଞ୍ଚଳିକ ଅବକାରୀ ବିଭାଗର ଚଢ଼ଉ ବେଳେ ଏକ କାରରୁ ୯୦୦ଲିଟର ବେଆଇନ ଦେଶୀ ମଦ ଜବତ ସହ...

ଅବକାରୀ ବିଭାଗର ଚଢ଼ଉ ବେଳେ ଏକ କାରରୁ ୯୦୦ଲିଟର ବେଆଇନ ଦେଶୀ ମଦ ଜବତ ସହ କାର ଚାଳକ ଗିରଫ ।

99
ADVERTISEMENT

ବ୍ରହ୍ମପୁର,o୫/୧୨(ଡି.ଏଚ ବ୍ୟୁରୋ):-ଛତ୍ରପୁର ଉପକଣ୍ଠ ପାଲୁର ରୋଡ଼ ସ୍ଥିତ ଜାତୀୟ ରାଜପଥରେ ଅବକାରୀ ବିଭାଗର ଚଢ଼ଉ ବେଳେ ଏକ କାରରୁ ୯୦୦ଲିଟର ବେଆଇନ ଦେଶୀ ମଦ ଜବତ ସହ କାର ଚାଳକ ଗିରଫ । ଏବଂ କାର ଚାଳକ ବାଲିବଗଡ଼ ଅଂଚଳର ପ୍ରତାପ ବିଶ୍ୱାଳ ଥିବାବେଳେ ଉକ୍ତ କାରରେ ୧୮ଟି ବସ୍ତାରେ ପ୍ରାୟ ୯ହଜାର ମଦ ପାଉଚ ଥିଲା।

Advertisement