Sunday, October 11, 2026
ADVERTISEMENT
Home ଆଞ୍ଚଳିକ ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ତହସିଲ୍ କାର୍ଯ୍ୟାଳୟର କନିଷ୍ଠ କିରାଣି ଭାର୍ଗବ ମହାକୁଡ଼।

ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ତହସିଲ୍ କାର୍ଯ୍ୟାଳୟର କନିଷ୍ଠ କିରାଣି ଭାର୍ଗବ ମହାକୁଡ଼।

185
ADVERTISEMENT

ଯଶିପୁର,୦୩/୧୨(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ତହସିଲ୍ କାର୍ଯ୍ୟାଳୟର କନିଷ୍ଠ କିରାଣି ଭାର୍ଗବ ମହାକୁଡ଼। ସେ ଜମିପଟ୍ଟା କରାଇ ଦେବା ନାଁରେ ଯଶିପୁର ଥାନା କାଳିଆଣି ଗ୍ରାମର ଭୀଷ୍ମଚରଣ ହେମ୍ବ୍ରମଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି l

Advertisement