Thursday, September 24, 2026
ADVERTISEMENT
Home ଆଞ୍ଚଳିକ ପାଟଣା ଅବକାରୀ ବିଭାଗ ପକ୍ଷରୁ ୧୫ ଲିଟର ଚୋରା ମହୁଲି ମଦ ସହ ୬ଲିଟର ୩...

ପାଟଣା ଅବକାରୀ ବିଭାଗ ପକ୍ଷରୁ ୧୫ ଲିଟର ଚୋରା ମହୁଲି ମଦ ସହ ୬ଲିଟର ୩ ଶହ ମିଲିଲିଟର ବିଦେଶୀ ମଦ ଜବତ ।

132
ADVERTISEMENT

ପାଟଣା,୩୦/୧୧(ଡି.ଏଚ ବ୍ୟୁରୋ):-କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ସିଲିଦା ଗ୍ରାମରେ ଚଢାଉ ବେଳେ ୧୫ ଲିଟର ଚୋରା ମହୁଲି ମଦ ସହ ୬ଲିଟର ୩ ଶହ ମିଲିଲିଟର ବିଦେଶୀ ମଦ ଜବତ । ଏବଂ ଉକ୍ତ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

Advertisement