Saturday, October 10, 2026
ADVERTISEMENT
Home ଆଞ୍ଚଳିକ ସମ୍ବଲପୁର ରେଢାଖୋଲ ଭୀମଭୋଇ ଛକ ନିକଟରେ ୪ଟି ପିକଅପ୍ ଗାଡ଼ି ଉପରେ ମାଡ଼ିଗଲା ମେଡିସିନ ବୋଝେଇ...

ସମ୍ବଲପୁର ରେଢାଖୋଲ ଭୀମଭୋଇ ଛକ ନିକଟରେ ୪ଟି ପିକଅପ୍ ଗାଡ଼ି ଉପରେ ମାଡ଼ିଗଲା ମେଡିସିନ ବୋଝେଇ ମିନିଟ୍ରକ।

145
ADVERTISEMENT

ସମ୍ବଲପୁର,୩୦/୧୧(ଡି.ଏଚ ବ୍ୟୁରୋ):-ସମ୍ବଲପୁର ରେଢାଖୋଲ ଭୀମଭୋଇ ଛକ ନିକଟରେ ୪ଟି ପିକଅପ୍ ଗାଡ଼ି ଉପରେ ମାଡ଼ିଗଲା ମେଡିସିନ ବୋଝେଇ ମିନିଟ୍ରକ। ଫଳରେ ସମସ୍ତ ଗାଡ଼ି ଚୁରମାର ହୋଇଯାଇଥିବା ବେଳେ କାହାର କିଛି କ୍ଷତି ହୋଇନଥିବା ସୂଚନା । ଏବଂ ଘଟଣାସ୍ଥଳରେ ରେଢ଼ାଖୋଲ ପୋଲିସର ତଦନ୍ତ ଜାରି ।

Advertisement