ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ସ୍ୱାମୀ-ସ୍ତ୍ରୀ ମୃତ୍ୟୁ ।

13
ADVERTISEMENT

କେନ୍ଦୁଝର,୨୯/୧୧(ଡି.ଏଚ ବ୍ୟୁରୋ):-କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଅନ୍ତର୍ଗତ ଲସର୍ଦା ଗାଁରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ସ୍ୱାମୀ-ସ୍ତ୍ରୀ ମୃତ୍ୟୁ । ଦୁହେଁ ତାଙ୍କ ତେଜରାତି ଦୋକାନରେ ଥିବାବେଳେ ଦୁର୍ବୃତ୍ତମାନେ ଦୋକାନୃରେ ପଶି ତାଙ୍କୁ ଗୁଳିମାଡ଼ କରିଥିଲେ। ତେବେ ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣା ସ୍ଥଳରେ ବଲାଣୀ ପୋଲିସର ତନାଘନା ଜାରି ।

Advertisement