Saturday, October 10, 2026
ADVERTISEMENT
Home ଆଞ୍ଚଳିକ ରଘୁନାଥ ମନ୍ଦିର ପରିଚାଳନା କମିଟି, ଗ୍ରାମବାସୀ ସହ ଦେଵତ୍ତର ବିଭାଗର ସମୀକ୍ଷା l

ରଘୁନାଥ ମନ୍ଦିର ପରିଚାଳନା କମିଟି, ଗ୍ରାମବାସୀ ସହ ଦେଵତ୍ତର ବିଭାଗର ସମୀକ୍ଷା l

133
ADVERTISEMENT

ନିମଖଣ୍ଡି,୨୪/୧୧(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ନିମଖଣ୍ଡି ପଞ୍ଚାୟତରେ ଥିବା ବହୁ ପୁରାତନ ରଘୁନାଥ ମନ୍ଦିରର ନୂତନ ପରିଚାଳନା କମିଟି ଗଠନ ନିମନ୍ତେ ଗତ କିଛି ଦିନ ତଳେ ଉପଖଣ୍ଡ ସ୍ତରରେ ଦେବତ୍ତର ନିରୀକ୍ଷକଙ୍କ ଆଦେଶ ପତ୍ର ଅନୁଯାୟୀ ଗ୍ରାମବାସୀଙ୍କ ଲିଖିତ ପ୍ରକାରରେ ମନ୍ଦିର ପରିଚାଳନା ସଭାପତି କିଷର ଚନ୍ଦ୍ର ପଟ୍ଟନାୟକଙ୍କୁ ଗ୍ରାମର ବହୁ ମାନ୍ୟଗଣ ବ୍ୟକ୍ତି ସଭାପତି ପଦବି ରେ ମନନୀତ କରିବା ନିମନ୍ତେ ଦସ୍ତଖତ କରି ପ୍ରେରଣ କରିଥିବା ଜଣାପଡିଛି l ଏବଂ ମନ୍ଦିରର ଉନ୍ନତି କରୁଥିବାରୁ କିଶୋରଙ୍କୁ ପୁନର୍ବାର ସଭାପତି ପଦବିରେ ଅବସ୍ଥାପିତ କରିବା ନିମନ୍ତେ ଦାବି କରିଥିବା ବେଳେ ମନ୍ଦିର ଉନ୍ନତି ନିମନ୍ତେ ଉତ୍ତମ ସେବା ନିତିକାନ୍ତି ସଠିକ ଭାବେ ନିୟନ୍ତ୍ରଣ କରୁଥିବା ଜଣାପଡିଛି l ଗ୍ରାମରେ ଯେଉଁ ପୁରାତନ ଭଗ୍ନ ଅବସ୍ଥାରେ ଥିବା ଗୃହ ମାନଙ୍କ ଉନ୍ନତି କରି ଭଡାକାର୍ଯ୍ୟ ଥିବା କୋଠରୀ ମାନଙ୍କ ଦୋକାନୀଙ୍କ ଠାରୁ ଚୁକ୍ତି ଭିତ୍ତିକ ଗୃହ ଅଗ୍ରିମ ହିସାବ ମଧ୍ୟରେ ଭଡା ବାହାର କରି ମନ୍ଦିରର ଉନ୍ନତି କାର୍ଯ୍ୟରେ ବିନିଯୋଗ କରିବା ପାଇଁ କିଶୋର ପଟ୍ଟନାୟକଙ୍କ ସପକ୍ଷରେ ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି l

Advertisement