Friday, November 6, 2026
ADVERTISEMENT
Home ଆଞ୍ଚଳିକ ରାଜ୍ୟର ୨୦ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ଥିବାବେଳେ ଅସହ୍ୟ ଥଣ୍ଡାରେ ଥରୁଛି ସାରା...

ରାଜ୍ୟର ୨୦ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ଥିବାବେଳେ ଅସହ୍ୟ ଥଣ୍ଡାରେ ଥରୁଛି ସାରା ଅଞ୍ଚଳ ।

121
ADVERTISEMENT

ଭୁବନେଶ୍ୱର,୧୬/୧୧(ଡି.ଏଚ ବ୍ୟୁରୋ):-ରାଜ୍ୟର ୨୦ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ଥିବାବେଳେ ଅସହ୍ୟ ଥଣ୍ଡାରେ ଥରୁଛି ସାରା ଅଞ୍ଚଳ । ଫୁଲବାଣୀରେ ତାପମାତ୍ରା ୧୦ ଦଶମିକ ୫ ଡିଗ୍ରୀ ରେକର୍ଡ ହୋଇଥିବାବେଳେ କନ୍ଧମାଳ ଜି.ଉଦୟଗିରିରେ ୭.୨ , କୋରାପୁଟ ସେମିଳିଗୁଡ଼ାରେ ୯ ଓ ଦାରିଙ୍ଗବାଡିରେ ତାପମାତ୍ରା ୧୧ ଡିଗ୍ରୀ ରେକର୍ଡ ହୋଇଛି । ତେବେ ଆଗାମି ୩ରୁ ୪ ଦିନ ପ୍ରବଳ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗର ଆକଳନ ।

Advertisement