Thursday, September 24, 2026
ADVERTISEMENT
Home ଆଞ୍ଚଳିକ ଭିଜିଲାନ୍ସ ଜାଲରେ ନୂଆପଡା ଜିଲ୍ଲା ସିନାପାଲି ଅତିରିକ୍ତ ପ୍ରାଣୀ ଚିକିତ୍ସକ ବୁଭୁ ପ୍ରସାଦ ଧଳ।

ଭିଜିଲାନ୍ସ ଜାଲରେ ନୂଆପଡା ଜିଲ୍ଲା ସିନାପାଲି ଅତିରିକ୍ତ ପ୍ରାଣୀ ଚିକିତ୍ସକ ବୁଭୁ ପ୍ରସାଦ ଧଳ।

171
ADVERTISEMENT

ନୂଆପଡା,o୬/୧୧(ଡି.ଏଚ୍ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ନୂଆପଡା ଜିଲ୍ଲା ସିନାପାଲି ଅତିରିକ୍ତ ପ୍ରାଣୀ ଚିକିତ୍ସକ ବୁଭୁ ପ୍ରସାଦ ଧଳ। ସେ ୨୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଥିଲେ । ଏବଂ ନୂଆପଡା ଭିଜିଲାନ୍ସ ଟିମ ତାଙ୍କ ସିନାପାଲି ସ୍ଥିତ ଭଡାଘର ଓ ଜାଜପୁର ଜିଲ୍ଲା ରାମଚନ୍ଦ୍ରପୂର କୋଲଣଗିରୀ ସ୍ଥିତ ପୈତୃକ ଘରେ ବର୍ତ୍ତମାନ ରେଡ ଜାରି କରିଥିବା ସୁଚନା ।

Advertisement