Thursday, September 24, 2026
ADVERTISEMENT
Home ଜିଲ୍ଲା ଅନୁଗୁଳ ଅନୁଗୁଳ ନାଲକୋ ନିକଟସ୍ଥ କୁଲାଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ କାର୍ଯ୍ୟରତ ଫରେଷ୍ଟ ଗାର୍ଡର ମୃତ୍ୟୁ...

ଅନୁଗୁଳ ନାଲକୋ ନିକଟସ୍ଥ କୁଲାଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ କାର୍ଯ୍ୟରତ ଫରେଷ୍ଟ ଗାର୍ଡର ମୃତ୍ୟୁ ।

164
ADVERTISEMENT

ଅନୁଗୁଳ,୦୪/୧୧(ଡି.ଏଚ୍ ବ୍ୟୁରୋ):-ଅନୁଗୁଳ ନାଲକୋ ନିକଟସ୍ଥ କୁଲାଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ କାର୍ଯ୍ୟରତ ଫରେଷ୍ଟ ଗାର୍ଡର ମୃତ୍ୟୁ । ଗାର୍ଡ ଜଣକ ହାତୀ ଘଉଡାଇବା ପାଇଁ ଯାଇଥିବା ବେଳେ ହାତୀ ତାଙ୍କୁ କଚାଡି ମାରିଦେଇଥିବା ସୂଚନା । ସେହିଭଳି ଝାରସୁଗୁଡ଼ା ଅନ୍ତର୍ଗତ କିର୍ମିରା ବ୍ଳକ ଭଉଁରା ନିକଟରେ ହାତୀ ଆକ୍ରମଣରେ ୨ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା-ମାଆ ଗୁରୁତର ହୋଇଛନ୍ତି ।

Advertisement