Friday, September 25, 2026
ADVERTISEMENT
Home ଆଞ୍ଚଳିକ ଜୟପୁର ନିକଟସ୍ଥ ଆମ୍ବାଗୁଡ଼ାରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ୧୪ ଚକିଆ ଟ୍ରକ।

ଜୟପୁର ନିକଟସ୍ଥ ଆମ୍ବାଗୁଡ଼ାରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ୧୪ ଚକିଆ ଟ୍ରକ।

157
ADVERTISEMENT

ଜୟପୁର,o୩/(ଡି.ଏଚ ବ୍ୟୁରୋ):-କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ଆମ୍ବାଗୁଡ଼ାରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ୧୪ ଚକିଆ ଟ୍ରକ। ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ଗୁରୁତର ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ଥିବାବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ।

Advertisement