ADVERTISEMENT
Home ଆଞ୍ଚଳିକ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ୫୨ ଜଣ ଦାଦନ ଶ୍ରମିକ ଉଦ୍ଧାର।

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ୫୨ ଜଣ ଦାଦନ ଶ୍ରମିକ ଉଦ୍ଧାର।

152
ADVERTISEMENT

କଣ୍ଟାବାଞ୍ଜି,o୩/(ଡି.ଏଚ ବ୍ୟୁରୋ):-ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ୫୨ ଜଣ ଦାଦନ ଶ୍ରମିକ ଉଦ୍ଧାର। ସମସ୍ତ ଶ୍ରମିକ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଳେ କଣ୍ଟାବାଞ୍ଜି ଥାନା ପୋଲିସ ସେଠାରେ ଚଢାଉ କରି ସେମାନଙ୍କୁ ଉଦ୍ଧାର କରିଛି। ଏବଂଶ୍ରମିକମାନେ ନୂଆପଡ଼ା ଜିଲ୍ଲା ବୁଡେନ ଥାନା ଅଧୀନ ହାତିବନ୍ଧା ଏବଂ ବେଲପଡା ବ୍ଲକ ଅଞ୍ଚଳର ବୋଲି ସୂଚନା ।

Advertisement