Thursday, September 24, 2026
ADVERTISEMENT
Home ଆଞ୍ଚଳିକ ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଦେଖାଦେଇଛି ଶୀତର ଲହରୀ ।

ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଦେଖାଦେଇଛି ଶୀତର ଲହରୀ ।

147
ADVERTISEMENT

କନ୍ଧମାଳ,୨୯/୧୦(ଡି.ଏଚ ବ୍ୟୁରୋ):-ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଦେଖାଦେଇଛି ଶୀତର ଲହରୀ । ପାରଦ ଦିନକୁ ଦିନ ଖସିବା ଫଳରେ ଥଣ୍ଡା ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିଛି । ସେହିଭଳି ଫୁଲବାଣୀ ସହରରେ ତାପମାତ୍ରା କମିବା ସହ ଥଣ୍ଡା ମଧ୍ୟ ବଢିବାରେ ଲାଗିଛି । ଏବଂ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି ।

Advertisement