Thursday, September 24, 2026
ADVERTISEMENT
Home ଆଞ୍ଚଳିକ ଦେବଗଡ଼ ଜିଲ୍ଲା ତିଲେଇବଣି ଅଧୀନ ଟିପିରିସିଂହା ଗାଁରେ ନକଲି ଡାକ୍ତର ଗିରଫ ସହ ବିପୁଳ ପରିମାଣର...

ଦେବଗଡ଼ ଜିଲ୍ଲା ତିଲେଇବଣି ଅଧୀନ ଟିପିରିସିଂହା ଗାଁରେ ନକଲି ଡାକ୍ତର ଗିରଫ ସହ ବିପୁଳ ପରିମାଣର ଔଷଧ ଜବତ ।

180
ADVERTISEMENT

ଦେବଗଡ଼,୨୯/୧୦(ଡି.ଏଚ ବ୍ୟୁରୋ):-ପୁଣି ଥରେ ଦେବଗଡ଼ ଜିଲ୍ଲା ତିଲେଇବଣି ଅଧୀନ ଟିପିରିସିଂହା ଗାଁରେ ନକଲି ଡାକ୍ତର ଗିରଫ ସହ ବିପୁଳ ପରିମାଣର ଔଷଧ ଜବତ । ଗିରଫ ନକଲି ଡାକ୍ତର ହେଲେ ଅର୍ଣ୍ଣବ ମଣ୍ଡଳ (୨୪)। ଏବଂ ସେ ପଶ୍ଚିମବଙ୍ଗ ନଦିଆ ଜିଲ୍ଲା ପ୍ରମୋଦପଲ୍ଲୀ ଅଞ୍ଚଳର ବାସିନ୍ଦା ବୋଲି ସୂଚନା ।

Advertisement