Wednesday, September 23, 2026
ADVERTISEMENT
Home ଆଞ୍ଚଳିକ ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ କଦମଦର୍ହ ଗ୍ରାମରେ ଜଣେ ନକଲି ଡାକ୍ତର ସହ...

ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ କଦମଦର୍ହ ଗ୍ରାମରେ ଜଣେ ନକଲି ଡାକ୍ତର ସହ କ୍ଲିନିକରୁ ଲକ୍ଷାଧିକ ଟଙ୍କାର ଔଷଧ ଜବତ ।

178
ADVERTISEMENT

ଦେବଗଡ,୨୭/୧୦(ଡି.ଏଚ ବ୍ୟୁରୋ):-ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ କଦମଦର୍ହ ଗ୍ରାମରେ ବେଆଇନ ଭାବେ ଚାଲିଥିବା କ୍ଲିନିକ ଉପରେ ଆଦର୍ଶ ଥାନା ପୋଲିସର ଚଢାଉ । ଚଢାଉ ବେଳେ ଜଣେ ନକଲି ଡାକ୍ତର ସହ କ୍ଲିନିକରୁ ଲକ୍ଷାଧିକ ଟଙ୍କାର ଔଷଧ ଜବତ । ଏବଂ ଗିରଫ ନକଲି ଡାକ୍ତର ଜଣକ ହେଲେ ପଶ୍ଚିମବଙ୍ଗ ରାଜ୍ୟ ନଦିଆ ଜିଲ୍ଲାର ପ୍ରଶାନ୍ତ ରୟ। ସେ ଚାରି ବର୍ଷ ପୂର୍ବେ ଏଠାରେ କ୍ଲିନିକ ଖୋଲିବା ସହ ବିଭିନ୍ନ ରୋଗର ଚିକିତ୍ସା କରୁଥିଲେ।

Advertisement