ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମାଧିଆପଲ୍ଲୀ ଗ୍ରାମରେ ଗୁଣିଆ ସନ୍ଦେହରେ ଚାରି ଜଣଙ୍କୁ ...

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମାଧିଆପଲ୍ଲୀ ଗ୍ରାମରେ ଗୁଣିଆ ସନ୍ଦେହରେ ଚାରି ଜଣଙ୍କୁ ମରଣାନ୍ତକ ଆକ୍ରମଣ।

116
ADVERTISEMENT

କବିସୂର୍ଯ୍ୟନଗର,୨୭/୧୦(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମାଧିଆପଲ୍ଲୀ ଗ୍ରାମରେ ଗୁଣିଆ ସନ୍ଦେହରେ ଚାରି ଜଣଙ୍କୁ ଅଟକ ରଖି ଗ୍ରାମବାସୀର ମରଣାନ୍ତକ ଆକ୍ରମଣ। ଏବଂଉକ୍ତ ଘଟଣାକୁ ନେଇ କବିସୂର୍ଯ୍ୟନଗର ଥାନା ଅଧିକାରୀ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ସହ ଗାଁରେ ଚଢାଉ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Advertisement