Friday, November 6, 2026
ADVERTISEMENT
Home ଆଞ୍ଚଳିକ କେନ୍ଦ୍ରାପଡା ଜିଲ୍ଲା ରାଜନଗର ପୋଲିସ ମୋବାଇଲ ଟ୍ରାକିଂଙ୍ଗ କରି ଏକ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ...

କେନ୍ଦ୍ରାପଡା ଜିଲ୍ଲା ରାଜନଗର ପୋଲିସ ମୋବାଇଲ ଟ୍ରାକିଂଙ୍ଗ କରି ଏକ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି।

184
ADVERTISEMENT

କେନ୍ଦ୍ରାପଡା,୨୬/୧୦(ଡି.ଏଚ ବ୍ୟୁରୋ):-କେନ୍ଦ୍ରାପଡା ଜିଲ୍ଲା ରାଜନଗର ପୋଲିସ ମୋବାଇଲ ଟ୍ରାକିଂଙ୍ଗ କରି ଏକ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି। ଏବଂ ସେମାନଙ୍କ ନିକଟରୁ ୪ ଟି ଏଲଇଡି ଟିଭି, ଦୁଇଟି ଇନଭୋଟର ସହି ବ୍ୟାଟେରୀ, ଗ୍ୟାସ ଷ୍ଟୋଭ, ୭ଟି ଗ୍ୟାସ ଟାଙ୍କି, ଦୁଇଟି ପାଣି ମୋଟର ସହି ଦୁଇଟି ଡାଲା ଅଟୋ, ଗୋଟିଏ ମୋଟର ସାଇକେଲ ଓ ୨୦ ହଜାର ଟଙ୍କା ଜବତ କରିଛି ।

Advertisement