Thursday, September 24, 2026
ADVERTISEMENT
Home ଆଞ୍ଚଳିକ ଦେଖିବାକୁ ମିଳିଛି ମାଓ ହିଂସା ।

ଦେଖିବାକୁ ମିଳିଛି ମାଓ ହିଂସା ।

180
ADVERTISEMENT

ମାଲକାନଗିରି,୨୬/୧୦(ଡି.ଏଚ ବ୍ୟୁରୋ):-ମାଲକାନଗିରି ଛତିଶଗଡ ସୀମାନ୍ତ ରାଜନନ୍ଦଗାଓ ଜିଲ୍ଲାରେ ଦେଖିବାକୁ ମିଳିଛି ମାଓ ହିଂସା । ମାଓବାଦୀ ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିଥିବାବେଳେ ଘଟଣା ସ୍ଥଳରେ ଆନ୍ଧି ଥାନା ପୋଲିସର ତଦନ୍ତ ଆରମ୍ଭ । ଏବଂ ମୃତକ ଜଣକ ହେଲେ ତୁକାମ ଗ୍ରାମର ମନଜିତ ଟୋପୋ ।

Advertisement