Tuesday, September 8, 2026
ADVERTISEMENT
Home ଆଞ୍ଚଳିକ କଟକ ଜିଲ୍ଲା ଜଗତପୁର ଥାନା ସାଲେପୁର ଅଞ୍ଚଳରୁ ଜଗତପୁର ପୋଲିସ ପକ୍ଷରୁ ଲକ୍ଷାଧିକ ଟଙ୍କାର ବାଣ...

କଟକ ଜିଲ୍ଲା ଜଗତପୁର ଥାନା ସାଲେପୁର ଅଞ୍ଚଳରୁ ଜଗତପୁର ପୋଲିସ ପକ୍ଷରୁ ଲକ୍ଷାଧିକ ଟଙ୍କାର ବାଣ ସହ ୬ ଜଣ ଗିରଫ ।

142
ADVERTISEMENT

କଟକ,୧୯/୧୦(ଡି.ଏଚ୍ ବ୍ୟୁରୋ):-କଟକ ଜିଲ୍ଲା ଜଗତପୁର ଥାନା ସାଲେପୁର ଅଞ୍ଚଳରୁ ଜଗତପୁର ପୋଲିସ ପକ୍ଷରୁ ବେଆଇନ ଭାବେ ବିକ୍ରି ହେଉଥିବା ଲକ୍ଷାଧିକ ଟଙ୍କାର ବାଣ ସହ ୬ ଜଣ ବାଣ ବେପାରୀ ଗିରଫ ।ଏବଂବେଆଇନ ବାଣ କାରବାର ଉପରେ ରୋକ ଲଗାଇବା ପାଇଁ ଚଢ଼ାଉ ଜାରି ରଖିଛି ।

Advertisement