Thursday, August 20, 2026
ADVERTISEMENT
Home ଆଞ୍ଚଳିକ ରାଜ୍ୟରେ ବାତ୍ୟାର ଆଶଙ୍କା ବଢ଼ିବାରେ ଲାଗିଛି l

ରାଜ୍ୟରେ ବାତ୍ୟାର ଆଶଙ୍କା ବଢ଼ିବାରେ ଲାଗିଛି l

112
Water flowing along the street curb during heavy rain. Close up of splashing raindrops and air bubbles.
ADVERTISEMENT

ଭୁବନେଶ୍ୱର,୧୮/୧୦(ଡି.ଏଚ୍ ବ୍ୟୁରୋ):-ରାଜ୍ୟରେ ବାତ୍ୟାର ଆଶଙ୍କା ବଢ଼ିବାରେ ଲାଗିଛି l ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୨୦ ତାରିଖ ରେ ଏକ ଲଘୁଚାପର ରୂପ ନେବ। ଯାହା ପରବର୍ତୀ ସମୟରେ ଅଧିକ ଘନୀଭୂତ ହୋଇ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞମାନେ ସ୍ପଷ୍ଟ ସୂଚନା ଦେଇଥିବାବେଳେ ଆସନ୍ତା ୨୪ରୁ ୨୬ ତାରିଖ ଯାଏ ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବ।

Advertisement