Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଆଠଗଡ଼ ଅବକାରୀ ବିଭାଗର ଚଢାଉ ବେଳେ ବିପୁଳ ପରିମାଣର ପୋଚ ଓ ଦେଶୀ ମଦ ଜବତ...

ଆଠଗଡ଼ ଅବକାରୀ ବିଭାଗର ଚଢାଉ ବେଳେ ବିପୁଳ ପରିମାଣର ପୋଚ ଓ ଦେଶୀ ମଦ ଜବତ ।

151
ADVERTISEMENT

ତିଗିରିଆ,୦୮/୧୦(ଡି.ଏଚ ବ୍ୟୁରୋ):-କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଗ୍ରାମର ବିଭିନ୍ନ ସ୍ଥାନରେ ଆଠଗଡ଼ ଅବକାରୀ ବିଭାଗର ଚଢାଉ ବେଳେ ବିପୁଳ ପରିମାଣର ପୋଚ ଓ ଦେଶୀ ମଦ ଜବତ । ଏବଂ ଜବତ ଶହଶହ ଲିଟର ଗୁଡ ପୋଚ ,ଦେଶୀ ମଦ ଓ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ସରଞ୍ଜାମକୁ ଘଟଣା ସ୍ଥଳରେ ନଷ୍ଟ ।

Advertisement