Wednesday, September 30, 2026
ADVERTISEMENT
Home ଆଞ୍ଚଳିକ ଆଜି ଦୁର୍ଗତୀନାଶିନୀ ମାଆ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ।

ଆଜି ଦୁର୍ଗତୀନାଶିନୀ ମାଆ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ।

145
ADVERTISEMENT

ବ୍ରହ୍ମପୁର,o୩/୧୦(ଡି.ଏଚ଼ ବ୍ୟୁରୋ):-ଆଜି ଦୁର୍ଗତୀନାଶିନୀ ମାଆ ଦୁର୍ଗାଙ୍କ ମହାଷ୍ଟମୀ ପୂଜା । ଏହି ଅଷ୍ଟମୀରେ ମାଆଙ୍କର ସନ୍ଧି ପୂଜା କରାଯାଏ । ଏହି ଅବସରରେ ମାଆଙ୍କୁ ପଣା , ପାଣି କଖାରୁ ବଳି ଦିଆଯିବା ସହ ଚଣ୍ଡିପାଠ କରାଯିବାର ସ୍ବତନ୍ତ୍ର ପରମ୍ପରା ରହିଥାଏ । ଏବଂପୂଜା ପାଇଁ ଚାରିଆଡେ ଉତ୍ସବର ମାହୋଲ ଥିବାବେଳେ ସାଜସଜ୍ଜା ସାଙ୍ଗକୁ ମନ୍ତ୍ରଧ୍ବନିରେ କମ୍ପୁଛି ପୁରା ପରିବେଶ ।

Advertisement