Wednesday, September 30, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ସହରରେ ଠାବ ହୋଇଛି ଏକ ବଡ଼ଧରଣର ସୁନା ଓ ରୁପା ଗହଣା ସ୍ମଗ୍ଲିଂ ରାକେଟ୍...

ବ୍ରହ୍ମପୁର ସହରରେ ଠାବ ହୋଇଛି ଏକ ବଡ଼ଧରଣର ସୁନା ଓ ରୁପା ଗହଣା ସ୍ମଗ୍ଲିଂ ରାକେଟ୍ l

156
ADVERTISEMENT

ବ୍ରହ୍ମପୁର,o୩/୧୦(ଡି.ଏଚ଼ ବ୍ୟୁରୋ):-ବ୍ରହ୍ମପୁର ସହରରେ ଠାବ ହୋଇଛି ଏକ ବଡ଼ଧରଣର ସୁନା ଓ ରୁପା ଗହଣା ସ୍ମଗ୍ଲିଂ ରାକେଟ୍ l ସ୍ଥାନୀୟ ଗୋଳନ୍ଥରା ଥାନା ପୁଲିସର ଚଢାଉ ବେଳେ ଏକ କାର ରୁ ୪ କେଜି ସୁନା, ୧୮୫ କେଜି ରୁପା ସହ ୪ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି l ଏବଂ ଜବତ ସୁନା ଓ ରୁପା ଗହଣାର ଆନୁମାନିକ ମୂଲ୍ୟ ୩ କୋଟି ୧୦ ଲକ୍ଷ ଟଙ୍କା ହୋଇଥିବା ବେଳେ ଏହା ତାମିଲନାଡ଼ୁ ରାଜ୍ୟରୁ ଆସିଥିବା ସୂଚନା ।

Advertisement